Jagatsinghpur Home Guard recruitment Notification out
ଓଡ଼ିଶା ପୁଲିସ, ଜିଲ୍ଲା ମୁଖ୍ୟାଳୟ, ଜଗତସିଂହପୁର ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ ୯୯ଟି ହୋମଗାର୍ଡ ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଯଦି ଆପଣ ଜଗତସିଂହପୁର ଜିଲ୍ଲାରେ ରହୁଛନ୍ତି ଏବଂ Homeguard ର ଏକ ସେବାର ଅଂଶ ହେବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଆସନ୍ତୁ ଏହି ନିଯୁକ୍ତି ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା। ନିଯୁକ୍ତି ବିଜ୍ଞପ୍ତିର ମୁଖ୍ୟ ତଥ୍ୟ Jagatsinghpur Home Guard ଜଗତସିଂହପୁର ଜିଲ୍ଲା ପୁଲିସ … Read more