
Description
-
ଓଡ଼ିଶା ପୋଲିସ୍ / OUSSSC ଦ୍ୱାରା ୭,୨୬୮ଟି ପଦବୀ ପାଇଁ ପ୍ରକାଶିତ କନଷ୍ଟେବଲ୍ ନିଯୁକ୍ତିର Combined Examination ପାଇଁ ଆମ ପକ୍ଷରୁ ଏକ Complete Mock Test Series ଆରମ୍ଭ କରାଯାଇଛି।
-
ଏହି ପରୀକ୍ଷାରେ ୧୦୦ଟି ପ୍ରଶ୍ନ ପାଇଁ ୧୦୦ ମାର୍କ ଏବଂ ୧୨୦ ମିନିଟ୍ ସମୟ ରହିବ।
-
ଏହି ପରୀକ୍ଷାରେ ମୋଟ ୫ଟି ବିଷୟ ଏବଂ ୧୦୧ଟି ଟପିକ୍ ରହିଛି।
- ୫ଟି ମୁଖ୍ୟ ବିଷୟ:
1. ଓଡ଼ିଆ (Odia)
2. ଇଂରାଜୀ (English)
3. ଗଣିତ (Mathematics & ରିଜନିଂ (Reasoning)
4. କମ୍ପ୍ୟୁଟର (Computer)
5. ସାଧାରଣ ଜ୍ଞାନ ( GK ) -
Daily Topic-wise Mock Test:*
- ମୋଟ ୧୦୧ଟି ଟପିକ୍ ଅନୁସାରେ ଅଭ୍ୟାସ କରିବାର ସୁଯୋଗ।
- ପ୍ରତ୍ୟେକ ଟପିକ୍ ଉପରେ ୨୦ଟି କରି ପ୍ରାକ୍ଟିସ୍ ପ୍ରଶ୍ନ।
- ପ୍ରତିଦିନ ୧ଟି, ୨ଟି କିମ୍ବା ୩ଟି ଟପିକ୍ ଉପରେ Mock Test ପୋଷ୍ଟ କରାଯିବ। ଆବଶ୍ୟକତା ଅନୁସାରେ ଏହାଠାରୁ ଅଧିକ ଟପିକ୍ ମଧ୍ୟ ରହିପାରେ।
- ପ୍ରତ୍ୟେକ ପ୍ରଶ୍ନର ଅଭ୍ୟାସ ମାଧ୍ୟମରେ ନିଜର ପ୍ରସ୍ତୁତିକୁ ମଜବୁତ କରନ୍ତୁ। -
Weekly Full Mock Test:
ପ୍ରତ୍ୟେକ ସପ୍ତାହରେ ଗୋଟିଏ Full Mock Test ଦିଆଯିବ। ଏଥିରେ ୧୦୦ଟି ପ୍ରଶ୍ନ, ୧୦୦ ମାର୍କ ଏବଂ ୧୨୦ ମିନିଟ୍ ସମୟ ରହିବ। ଏହା ମାଧ୍ୟମରେ ଆପଣ ନିଜର ମାର୍କ, ସମୟ ପରିଚାଳନା ଓ ପ୍ରସ୍ତୁତିର ସ୍ତର ଯାଞ୍ଚ କରିପାରିବେ।
-
ଆମର ଲକ୍ଷ୍ୟOUSSSC ଦ୍ୱାରା ଦିଆଯାଇଥିବା ସିଲାବସ୍ର ପ୍ରତ୍ୟେକ ଟପିକ୍କୁ ନିୟମିତ ଅଭ୍ୟାସ କରିବା ପାଇଁ ଆପଣଙ୍କୁ ଏକ ସୁଯୋଗ ଦେବା।
ତେଣୁ ପ୍ରତିଦିନ Topic-wise Mock Test ଦିଅନ୍ତୁ ଏବଂ ପ୍ରତି ସପ୍ତାହରେ Full Mock Test ଦେଇ ନିଜର ପ୍ରସ୍ତୁତିକୁ ଯାଞ୍ଚ କରନ୍ତୁ।
ମନେ ରଖନ୍ତୁ: ନିୟମିତ ଅଭ୍ୟାସ ହିଁ ସଫଳତାର ଚାବିକାଠି।
-
FM MANOJ – Your Preparation Partner
ଆପଣଙ୍କ ପରୀକ୍ଷା ପ୍ରସ୍ତୁତି ପାଇଁ ଅନେକ ଅନେକ ଶୁଭେଚ୍ଛା।
Any problem mock test related Mail fmmanojofficial@gmail.com