Mayurbhanj Homeguard ରେ ବାହାରିଥିବା 175 ପଦବୀ 25 ମାର୍ଚ୍ଚ 2025 ଲାଷ୍ଟ date, ତେଣୁ ଯେଉଁ ମାନେ ପକେଇ ନାହଁ କଲି ପକେଇଦେବ ,
total ପଦବୀ 175
Apply Date 2/3/2025
last date 25/3/2025
ଶିକ୍ଷାଗତ ଯୋଗ୍ୟତା ପଞ୍ଚମ୍ ପାସ
ବୟସ
Advertisement PDF Download କରି ଦେଖ ଓଡିଆ ରେ ଲେଖା ଯାଇଛି 👉 Click Here
କେମିତି ଫର୍ମ ପକେଇବ
ନିଜ ଜିଲ୍ଲା ର homeguard comandand ଅଫିସ ରୁ ଫର୍ମ ଆଣି ତାକୁ fillup କରିବ ଓ ସେହି ଅଫିସ ରେ ହିଁ hand to hand ଦେବ, ଓ ଯେବେ physical ହେବ ସେମାନେ ଜଣେଇବେ